ଭାରତର ଯେସାକୁ ତେସା ନୀତି : ଦିଲ୍ଲୀରେ ଥିବା ବ୍ରିଟିସ୍ ଦୂତାବାସ ଆଗରୁ ହଟିଲା ବ୍ୟାରିକେଡ୍ସ

ନୂଆଦିଲ୍ଲୀ : ଦିଲ୍ଲୀର ୨, ରାଜାଜୀ ମାର୍ଗରେ ଥିବା ୟୁକେ ହାଇକମିସନ ବାହାରେ ଲଗାଯାଇଥିବା ବ୍ୟାରିକେଡ୍ସକୁ ବୁଧବାର ହଟାଇ ଦିଆଯାଇଛି। ଏପରିକି ବ୍ରିଟିଶ ଉଚ୍ଚାୟୁକ୍ତ ଆଲେକ୍ସ ଏଲିକ୍ସଙ୍କ ବାସଭବନ ଆଗରୁ ବି ବ୍ୟାରିକେଡ୍ଟ ହଟାଯାଇଛି। ଏହା ପଛର କାରଣ କ’ଣ, ଏ ନେଇ ସରକାରୀ ସୂତ୍ରରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। କିନ୍ତୁ ଲଣ୍ଡନରେ ଥିବା ଭାରତୀୟ ହାଇକମିସନରେ ଖଲିସ୍ତାନୀ ସମର୍ଥକଙ୍କ ବିକ୍ଷୋଭ ସହ ମଧ୍ୟ ଏହାକୁ ଯୋଡ଼ାଯାଉଛି। ଭାରତ … Continue reading ଭାରତର ଯେସାକୁ ତେସା ନୀତି : ଦିଲ୍ଲୀରେ ଥିବା ବ୍ରିଟିସ୍ ଦୂତାବାସ ଆଗରୁ ହଟିଲା ବ୍ୟାରିକେଡ୍ସ